Advertisment

ସ୍ୱାମୀଙ୍କର ମୃତ୍ୟୁ କେମିତି ହେଲା?

ଓକିଲ- ତୁମ ସ୍ୱାମୀଙ୍କର ମୃତ୍ୟୁ କେମିତି ହେଲା? ମହିଳା- ବିଷ ପିଇ। ଓକିଲ- ତା’ହେଲେ ତାଙ୍କ ଦେହରେ ଏ କ୍ଷତ କେମିତି ହେଲା? ମହିଳା– କଥା କଣ କି! ସେ ବିଷ ପିଇବାକୁ ମନା କରୁଥିଲେ।

author-image
Biswobandita Swain
ଅଦ୍ୟତନ ହୋଇଛି
ସ୍ୱାମୀଙ୍କର ମୃତ୍ୟୁ କେମିତି ହେଲା?

oli;a

ଓକିଲ- ତୁମ ସ୍ୱାମୀଙ୍କର ମୃତ୍ୟୁ କେମିତି ହେଲା?

ମହିଳା- ବିଷ ପିଇ।

ଓକିଲ- ତା’ହେଲେ ତାଙ୍କ ଦେହରେ ଏ କ୍ଷତ କେମିତି ହେଲା?

ମହିଳା- କଥା କଣ କି! ସେ ବିଷ ପିଇବାକୁ ମନା କରୁଥିଲେ।