ସ୍ୱାମୀଙ୍କର ମୃତ୍ୟୁ କେମିତି ହେଲା?

ଓକିଲ- ତୁମ ସ୍ୱାମୀଙ୍କର ମୃତ୍ୟୁ କେମିତି ହେଲା?

ମହିଳା- ବିଷ ପିଇ।

ଓକିଲ- ତା’ହେଲେ ତାଙ୍କ ଦେହରେ ଏ କ୍ଷତ କେମିତି ହେଲା?

ମହିଳା କଥା କଣ କି! ସେ ବିଷ ପିଇବାକୁ ମନା କରୁଥିଲେ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।