ବଣ୍ଟିର ଏକ ନମ୍ବର

ସ୍ତ୍ରୀ- ଶୁଣ, ଶର୍ମା ଜି’ଙ୍କ ପୁଅ ପ୍ରତ୍ୟେକ ବିଷୟରେ ୧୦୦ରୁ ୯୯ ମାର୍କ ରଖିଛି।

ସ୍ୱାମୀ– ତେବେ ଆଉ ଏକ  ନମ୍ବର ଗଲା କୁଆଡେ?

ସ୍ତ୍ରୀ(ରାଗରେ)- ସେ ଏକ ନମ୍ବର ତୁମ ପୁଅ ବଣ୍ଟି ଆଣିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।