/odisha-reporter/media/post_attachments/uploads/2019/09/123.jpg)
123
ରାମୁ ଦିନେ ଜଙ୍ଗଲରେ ବୁଲୁଥିଲା। ଏହି ସମୟରେ ଘଞ୍ଚ ଜଙ୍ଗଲରେ ଥିବା ଏକ ସାପ ତା’ ଗୋଡ଼କୁ ଚୋଟ ମାରିଥିଲା। ଏହା ଦେଖି ରାମୁର ରାଗ ପଞ୍ଚମକୁ ଚଢିଗଲା। ସେ ସାପକୁ ପାନେ ଦେବାକୁ ସ୍ଥିର କଲା। କହିଲା, ଗୋଟିଏ ଗୋଡ଼କୁ ଚୋଟ ମାରିଲୁ, ଏଥର ଆଉ ଗୋଡ଼କୁ ବି ଚୋଟ ମାର୍। ତୋ ମନ ଶାନ୍ତି ହେବ।
Advertisment
ଏହା କହି ସାପ ସାମ୍ନାକୁ ରାମୁ ଆଉ ଏକ ଗୋଡ଼ ଦେଖାଇଦେଲା। ସାପ ରାମୁର ସେହି ଗୋଡ଼କୁ ୨-୩ ଥର ଚୋଟ ମାରିବା ପରେ କ୍ଲାନ୍ତ ହୋଇ କହିଲା, ତୁ ମଣିଷ ନା ଭୂତ?
ରାମୁ- ମୁଁ ମଣିଷ ଯେ ହେଲେ ମୋ ଗୋଡ଼ ନକଲି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
