Advertisment

କରଜ

ସ୍ୱାମୀ- ଶପିଂ କରିବାକୁ ଯିବ କହୁଥିଲ। ଯିବନି କି? ସ୍ତ୍ରୀ- ହଁ, ଯିବା। ସ୍ୱାମୀ- କେତେବେଳେ ଯିବା। ସ୍ତ୍ରୀ- ଲିଷ୍ଟ କରିସାରେ। ଲିଷ୍ଟ କରୁଛି। ତୁମର କିଛି ନେବାର ଅଛି? ସ୍ୱାମୀ- ହଁ। ସ୍ତ୍ରୀ- କ’ଣ? ସ୍ୱାମୀ- କରଜ।

କରଜ

ccc

Advertisment

ସ୍ୱାମୀ- ଶପିଂ କରିବାକୁ ଯିବ କହୁଥିଲ। ଯିବନି କି?

ସ୍ତ୍ରୀ- ହଁ, ଯିବା।

ସ୍ୱାମୀ- କେତେବେଳେ ଯିବା।

ସ୍ତ୍ରୀ-ଲିଷ୍ଟ କରିସାରେ। ଲିଷ୍ଟ କରୁଛି। ତୁମର କିଛି ନେବାର ଅଛି?

ସ୍ୱାମୀ- ହଁ।

ସ୍ତ୍ରୀ- କ’ଣ?

ସ୍ୱାମୀ- କରଜ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe