Advertisment

ସ୍ତ୍ରୀ ସହିତ ଲଢ଼ିବା ପାଇଁ ଶକ୍ତି ଦରକାର

ଦୋକାନୀ : ତୁମକୁ କ’ଣ ଦରକାର ? ପପୁ : ସ୍ତ୍ରୀ ସହିତ ଝଗଡ଼ା କରିବା ପାଇଁ ମୋତେ ଶକ୍ତି, ସାହସ ଓ ବୁଦ୍ଧି ଥିବା କିଛି ମେଡିସିନ୍‌ ଦିଅନ୍ତୁ। ଦୋକାନୀ କର୍ମଚାରୀକୁ : ବାବୁଙ୍କୁ ଗୋଟିଏ କ୍ୱାଟର ଦେଇଦିଅ, ଗୋଟିଏ ସୋଡ଼ା ବି ଦେବ। ତା’ ସହିତ ଗୋଟେ ୫ ଟଙ୍କିଆ ମୁଗ ଡ଼ାଲି ପ୍ୟାକେଟ୍‌ ଦେଇଦେବ। ପପୁ ବାବୁ ଦେଖିବେ ଏସବୁ ଖାଇଲା ପରେ ଆପଣଙ୍କ ଶକ୍ତି, ସାହସ ଓ ବୁଦ୍ଧି ବଢ଼ିଯିବ।

author-image
Puspanjali Panda
ଅଦ୍ୟତନ ହୋଇଛି
ସ୍ତ୍ରୀ ସହିତ ଲଢ଼ିବା ପାଇଁ ଶକ୍ତି ଦରକାର

joje

ଦୋକାନୀ : ତୁମକୁ କ’ଣ ଦରକାର ?

ପପୁ : ସ୍ତ୍ରୀ ସହିତ ଝଗଡ଼ା କରିବା ପାଇଁ ମୋତେ ଶକ୍ତି, ସାହସ ଓ ବୁଦ୍ଧି ଥିବା କିଛି ମେଡିସିନ୍‌ ଦିଅନ୍ତୁ।

Advertisment

ଦୋକାନୀ କର୍ମଚାରୀକୁ : ବାବୁଙ୍କୁ ଗୋଟିଏ କ୍ୱାଟର ଦେଇଦିଅ, ଗୋଟିଏ ସୋଡ଼ା ବି ଦେବ। ତା’ ସହିତ ଗୋଟେ ୫ ଟଙ୍କିଆ ମୁଗ ଡ଼ାଲି ପ୍ୟାକେଟ୍‌ ଦେଇଦେବ।

ପପୁ ବାବୁ ଦେଖିବେ ଏସବୁ ଖାଇଲା ପରେ ଆପଣଙ୍କ ଶକ୍ତି, ସାହସ ଓ ବୁଦ୍ଧି ବଢ଼ିଯିବ।