ଅଦ୍ୟତନ ହୋଇଛି
joje
Advertisment
ଦୋକାନୀ : ତୁମକୁ କ’ଣ ଦରକାର ?
ପପୁ : ସ୍ତ୍ରୀ ସହିତ ଝଗଡ଼ା କରିବା ପାଇଁ ମୋତେ ଶକ୍ତି, ସାହସ ଓ ବୁଦ୍ଧି ଥିବା କିଛି ମେଡିସିନ୍ ଦିଅନ୍ତୁ।
Advertisment
ଦୋକାନୀ କର୍ମଚାରୀକୁ : ବାବୁଙ୍କୁ ଗୋଟିଏ କ୍ୱାଟର ଦେଇଦିଅ, ଗୋଟିଏ ସୋଡ଼ା ବି ଦେବ। ତା’ ସହିତ ଗୋଟେ ୫ ଟଙ୍କିଆ ମୁଗ ଡ଼ାଲି ପ୍ୟାକେଟ୍ ଦେଇଦେବ।
ପପୁ ବାବୁ ଦେଖିବେ ଏସବୁ ଖାଇଲା ପରେ ଆପଣଙ୍କ ଶକ୍ତି, ସାହସ ଓ ବୁଦ୍ଧି ବଢ଼ିଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/joje.jpg)