ଜଜ୍: ଶେଷ ଥର ପାଇଁ ତୁମେ କାହାକୁ ଦେଖା କରିବା ପାଇଁ ଚାହୁଁଛ ?
ଅପରାଧୀ : ସାର୍, ମୋ ସ୍ତ୍ରୀକୁ
ଜଜ୍: ବାପା-ମା’ଙ୍କୁ କାହିଁକି ଦେଖା କରିବ ନାହିଁ ?
ଅପରାଧୀ: ଆଜ୍ଞା, ମୃତ୍ୟୁ ପରେ ଆଉ ଏକ ଜନ୍ମ ନେଲେ ବାପା-ମା’ ମିଳିଯିବେ। କିନ୍ତୁ ସ୍ତ୍ରୀ ପାଇଁ ୨୫ ରୁ ୩୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଖାଲି ସେତିକି ନୁହେଁ ସାର୍... ଭଲ ଚାକିରି, ବାୟୋଡାଟା ତିଆରି କରିବା, ଝିଅ ଦେଖି ଯିବା, କାର୍ଡ ଛାପିବା, ବରଯାତ୍ରୀ ନେବା, ବରଣମାଳା, ସିନ୍ଦୂର ଦେବା, ଝିଅ ବିଦା ହେବା ପୁଣି ବନ୍ଧୁବାନ୍ଧବଙ୍କୁ ଗିଫ୍ଟ ଦେବା। ଏତକ କଲା ପରେ ଯାଇ ସ୍ତ୍ରୀ ମିଳିବ, ବହୁତ ଲଫଡ଼ା ପରେ ସ୍ତ୍ରୀ ମିଳିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।