Advertisment

ସାର୍‌, ବହୁତ ଲଫଡ଼ା ପରେ ସ୍ତ୍ରୀ ମିଳିଥାଏ

ଜଜ୍‌: ଶେଷ ଥର ପାଇଁ ତୁମେ କାହାକୁ ଦେଖା କରିବା ପାଇଁ ଚାହୁଁଛ ? ଅପରାଧୀ : ସାର୍‌, ମୋ ସ୍ତ୍ରୀକୁ ଜଜ୍‌: ବାପା-ମା’ଙ୍କୁ କାହିଁକି ଦେଖା କରିବ ନାହିଁ ? ଅପରାଧୀ: ଆଜ୍ଞା, ମୃତ୍ୟୁ ପରେ ଆଉ ଏକ ଜନ୍ମ ନେଲେ ବାପା-ମା’ ମିଳିଯିବେ। କିନ୍ତୁ ସ୍ତ୍ରୀ ପାଇଁ ୨୫ ରୁ ୩୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଖାଲି ସେତିକି ନୁହେଁ ସାର୍‌… ଭଲ ଚାକିରି, ବାୟୋଡାଟା ତିଆରି କରିବା, ଝିଅ ଦେଖି ଯିବା, […]

author-image
Puspanjali Panda
ଅଦ୍ୟତନ ହୋଇଛି
ସାର୍‌, ବହୁତ ଲଫଡ଼ା ପରେ ସ୍ତ୍ରୀ ମିଳିଥାଏ

jaj

ଜଜ୍‌: ଶେଷ ଥର ପାଇଁ ତୁମେ କାହାକୁ ଦେଖା କରିବା ପାଇଁ ଚାହୁଁଛ ?

ଅପରାଧୀ : ସାର୍‌, ମୋ ସ୍ତ୍ରୀକୁ

ଜଜ୍‌: ବାପା-ମା’ଙ୍କୁ କାହିଁକି ଦେଖା କରିବ ନାହିଁ ?

ଅପରାଧୀ: ଆଜ୍ଞା, ମୃତ୍ୟୁ ପରେ ଆଉ ଏକ ଜନ୍ମ ନେଲେ ବାପା-ମା’ ମିଳିଯିବେ। କିନ୍ତୁ ସ୍ତ୍ରୀ ପାଇଁ ୨୫ ରୁ ୩୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଖାଲି ସେତିକି ନୁହେଁ ସାର୍‌... ଭଲ ଚାକିରି, ବାୟୋଡାଟା ତିଆରି କରିବା, ଝିଅ ଦେଖି ଯିବା, କାର୍ଡ ଛାପିବା, ବରଯାତ୍ରୀ ନେବା, ବରଣମାଳା, ସିନ୍ଦୂର ଦେବା, ଝିଅ ବିଦା ହେବା ପୁଣି ବନ୍ଧୁବାନ୍ଧବଙ୍କୁ ଗିଫ୍ଟ ଦେବା। ଏତକ କଲା ପରେ ଯାଇ ସ୍ତ୍ରୀ ମିଳିବ, ବହୁତ ଲଫଡ଼ା ପରେ ସ୍ତ୍ରୀ ମିଳିଥାଏ।

Advertisment