Advertisment

ତୁମ ପରି ସ୍ତ୍ରୀ ସମସ୍ତଙ୍କୁ ମିଳୁ

ସ୍ୱାମୀ: ସକାଳେ ଯେବେ ମୋ ଆଖି ଖୋଲୁଛି, ଭଗବାନଙ୍କୁ ପ୍ରାର୍ଥନା କରୁଛି, ଭଗବାନ ତୁମ ପରି ସ୍ତ୍ରୀ ସମସ୍ତଙ୍କୁ ଦିଅନ୍ତୁ। ସ୍ତ୍ରୀ: ସତ କହୁଛ !! ସ୍ୱାମୀ: ହଁ.. ଭାବୁଛି..ମୁଁ ଏକୁଟିଆ କାହିଁକି ଦୁଃଖୀ ରହିବି। ସମସ୍ତେ ରୁହନ୍ତୁ

author-image
Puspanjali Panda
ତୁମ ପରି ସ୍ତ୍ରୀ ସମସ୍ତଙ୍କୁ ମିଳୁ

toooo

ସ୍ୱାମୀ: ସକାଳେ ଯେବେ ମୋ ଆଖି ଖୋଲୁଛି, ଭଗବାନଙ୍କୁ ପ୍ରାର୍ଥନା କରୁଛି, ଭଗବାନ ତୁମ ପରି ସ୍ତ୍ରୀ ସମସ୍ତଙ୍କୁ ଦିଅନ୍ତୁ।

Advertisment

ସ୍ତ୍ରୀ: ସତ କହୁଛ !!

ସ୍ୱାମୀ: ହଁ.. ଭାବୁଛି..ମୁଁ ଏକୁଟିଆ କାହିଁକି ଦୁଃଖୀ ରହିବି। ସମସ୍ତେ ରୁହନ୍ତୁ