ଲଟେରୀ ଲାଗିଲେ କ’ଣ କରିବ ?

ସ୍ୱାମୀ : ଯଦି ମୋର ଲଟେରୀ ଲାଗିବ, ତୁମେ କ’ଣ କରିବ ?

ସ୍ତ୍ରୀ : ସେଥିରୁ ଅଧା ଟଙ୍କା ନେଇ ସବୁଦିନ ପାଇଁ ବାପଘରକୁ ଚାଲିଯିବି। ମୁଁ ବି ଖୁସି ଆଉ ତୁମେ ବି ଖୁସି।

ସ୍ୱାମୀ : ୨୦ ଟଙ୍କାର ଲଟେରୀ ଲାଗିଛି, ଏଥିରୁ ୧୦ ଟଙ୍କା ନେଇ ଶୀଘ୍ର ତୁମ ଘରକୁ ଚାଲିଯାଅ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।