Advertisment

ଲଟେରୀ ଲାଗିଲେ କ’ଣ କରିବ ?

ସ୍ୱାମୀ : ଯଦି ମୋର ଲଟେରୀ ଲାଗିବ, ତୁମେ କ’ଣ କରିବ ? ସ୍ତ୍ରୀ : ସେଥିରୁ ଅଧା ଟଙ୍କା ନେଇ ସବୁଦିନ ପାଇଁ ବାପଘରକୁ ଚାଲିଯିବି। ମୁଁ ବି ଖୁସି ଆଉ ତୁମେ ବି ଖୁସି। ସ୍ୱାମୀ : ୨୦ ଟଙ୍କାର ଲଟେରୀ ଲାଗିଛି, ଏଥିରୁ ୧୦ ଟଙ୍କା ନେଇ ଶୀଘ୍ର ତୁମ ଘରକୁ ଚାଲିଯାଅ।

ଲଟେରୀ ଲାଗିଲେ କ’ଣ କରିବ ?

l222

Advertisment

ସ୍ୱାମୀ : ଯଦି ମୋର ଲଟେରୀ ଲାଗିବ, ତୁମେ କ’ଣ କରିବ ?

ସ୍ତ୍ରୀ : ସେଥିରୁ ଅଧା ଟଙ୍କା ନେଇ ସବୁଦିନ ପାଇଁ ବାପଘରକୁ ଚାଲିଯିବି। ମୁଁ ବି ଖୁସି ଆଉ ତୁମେ ବି ଖୁସି।

Advertisment

ସ୍ୱାମୀ : ୨୦ ଟଙ୍କାର ଲଟେରୀ ଲାଗିଛି, ଏଥିରୁ ୧୦ ଟଙ୍କା ନେଇ ଶୀଘ୍ର ତୁମ ଘରକୁ ଚାଲିଯାଅ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe