Advertisment

ପାପର ଦଣ୍ଡ ମିଳିଗଲା

ସ୍ୱାମୀ: ତୁମକୁ ବାହା ହୋଇ ମୋର ବଡ଼ ଲାଭ ହୋଇଛି.. ସ୍ତ୍ରୀ: କି ଲାଭ ହୋଇଛି ? ସ୍ୱାମୀ: ମୁଁ ଏ ଜନ୍ମରେ ଯାହା ସବୁ ପାପ କରିଥିଲି, ତାର ଦଣ୍ଡ ମୋତେ ତୁମକୁ ବାହା ହୋଇ ମିଳିଗଲା। ଆର ଜନ୍ମକୁ ମୁଁ ପୂରା ଫ୍ରୀ…

author-image
Puspanjali Panda
ପାପର ଦଣ୍ଡ ମିଳିଗଲା

jokes

ସ୍ୱାମୀ: ତୁମକୁ ବାହା ହୋଇ ମୋର ବଡ଼ ଲାଭ ହୋଇଛି..

ସ୍ତ୍ରୀ: କି ଲାଭ ହୋଇଛି ?

ସ୍ୱାମୀ: ମୁଁ ଏ ଜନ୍ମରେ ଯାହା ସବୁ ପାପ କରିଥିଲି, ତାର ଦଣ୍ଡ ମୋତେ ତୁମକୁ ବାହା ହୋଇ ମିଳିଗଲା। ଆର ଜନ୍ମକୁ ମୁଁ ପୂରା ଫ୍ରୀ...

Advertisment