ପାପର ଦଣ୍ଡ ମିଳିଗଲା

ସ୍ୱାମୀ: ତୁମକୁ ବାହା ହୋଇ ମୋର ବଡ଼ ଲାଭ ହୋଇଛି.. ସ୍ତ୍ରୀ: କି ଲାଭ ହୋଇଛି ? ସ୍ୱାମୀ: ମୁଁ ଏ ଜନ୍ମରେ ଯାହା ସବୁ ପାପ କରିଥିଲି, ତାର ଦଣ୍ଡ ମୋତେ ତୁମକୁ ବାହା ହୋଇ ମିଳିଗଲା। ଆର ଜନ୍ମକୁ ମୁଁ ପୂରା ଫ୍ରୀ…

jokes

Puspanjali Panda
  • Published: Tuesday, 31 December 2019
  • , Updated: 31 December 2019, 11:48 AM IST

ସ୍ୱାମୀ: ତୁମକୁ ବାହା ହୋଇ ମୋର ବଡ଼ ଲାଭ ହୋଇଛି..

ସ୍ତ୍ରୀ: କି ଲାଭ ହୋଇଛି ?

ସ୍ୱାମୀ: ମୁଁ ଏ ଜନ୍ମରେ ଯାହା ସବୁ ପାପ କରିଥିଲି, ତାର ଦଣ୍ଡ ମୋତେ ତୁମକୁ ବାହା ହୋଇ ମିଳିଗଲା। ଆର ଜନ୍ମକୁ ମୁଁ ପୂରା ଫ୍ରୀ...

Related story