/odisha-reporter/media/post_attachments/uploads/2019/11/cartoon.jpg)
cartoon
ସ୍ତ୍ରୀ- ତୁମେ କୌଣସି କାମ ଠିକ୍ ଭାବେ କରୁନ।
ସ୍ୱାମୀ- ଏବେ କ’ଣ ହେଲା? ଏବେ ମୁଁ ଏମିତି କ’ଣ କରିଦେଲି?
ସ୍ତ୍ରୀ- ତୁମେ କାଲି ସିଲିଣ୍ଡର ଲଗାଇଥିଲ ନା?
ସ୍ୱାମୀ- ହଁ।
ସ୍ତ୍ରୀ- କେଜାଣି କେମିତି ଲଗେଇଥିଲ। କାଲିଠୁ ଦୁଇ ଥର କ୍ଷୀର ଉତୁରିଲାଣି। କ୍ଷୀର ମଧ୍ୟ ଫାଟି ଯାଉଛି।
Advertisment
/odisha-reporter/media/post_attachments/uploads/2019/11/cartoon.jpg)
cartoon