Advertisment

କୌଣସି କାମ ଠିକ୍‌ ଭାବେ କରୁନ

ସ୍ତ୍ରୀ- ତୁମେ କୌଣସି କାମ ଠିକ୍‌ ଭାବେ କରୁନ। ସ୍ୱାମୀ- ଏବେ କ’ଣ ହେଲା? ଏବେ ମୁଁ ଏମିତି କ’ଣ କରିଦେଲି? ସ୍ତ୍ରୀ- ତୁମେ କାଲି ସିଲିଣ୍ଡର ଲଗାଇଥିଲ ନା? ସ୍ୱାମୀ- ହଁ। ସ୍ତ୍ରୀ- କେଜାଣି କେମିତି ଲଗେଇଥିଲ। କାଲିଠୁ ଦୁଇ ଥର କ୍ଷୀର ଉତୁରିଲାଣି। କ୍ଷୀର ମଧ୍ୟ ଫାଟି ଯାଉଛି।

କୌଣସି କାମ ଠିକ୍‌ ଭାବେ କରୁନ

cartoon

Advertisment

ସ୍ତ୍ରୀ- ତୁମେ କୌଣସି କାମ ଠିକ୍‌ ଭାବେ କରୁନ।
ସ୍ୱାମୀ- ଏବେ କ’ଣ ହେଲା? ଏବେ ମୁଁ ଏମିତି କ’ଣ କରିଦେଲି?
ସ୍ତ୍ରୀ- ତୁମେ କାଲି ସିଲିଣ୍ଡର ଲଗାଇଥିଲ ନା?
ସ୍ୱାମୀ- ହଁ।
ସ୍ତ୍ରୀ- କେଜାଣି କେମିତି ଲଗେଇଥିଲ। କାଲିଠୁ ଦୁଇ ଥର କ୍ଷୀର ଉତୁରିଲାଣି। କ୍ଷୀର ମଧ୍ୟ ଫାଟି ଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe