ତୁମେ କେତେ ଓଲା...

ସ୍ୱାମୀ- ଯେତେବେଳେ ମୁଁ ତୁମକୁ ଗାଳିକରେ, ତୁମେ ସେ ରାଗ କାହା ଉପରେ ବାହାର କର? ସ୍ତ୍ରୀ- ପାଇଖାନା ସଫା କରି। ସ୍ୱାମୀ- ତୁମେ କେତେ ଓଲା। ସ୍ତ୍ରୀ- ପାଇଖାନାଟା ମୁଁ ତୁମ ଦାନ୍ତ ଘସା ବ୍ରଶ୍‌ରେ ସଫାକରେ।

husband

Biswobandita Swain
  • Published: Tuesday, 18 February 2020
  • , Updated: 18 February 2020, 09:05 AM IST

ସ୍ୱାମୀ- ଯେତେବେଳେ ମୁଁ ତୁମକୁ ଗାଳିକରେ, ତୁମେ ସେ ରାଗ କାହା ଉପରେ ବାହାର କର?

ସ୍ତ୍ରୀ- ପାଇଖାନା ସଫା କରି।

ସ୍ୱାମୀ- ତୁମେ କେତେ ଓଲା।

ସ୍ତ୍ରୀ- ପାଇଖାନାଟା ମୁଁ ତୁମ ଦାନ୍ତ ଘସା ବ୍ରଶ୍‌ରେ ସଫାକରେ।

Related story