ସ୍ୱାମୀଙ୍କୁ ‘ଆଇ ଲଭ୍‌ ୟୁ’ କହିବା ପରେ...

ଅନିତା- ଜାଣିଚୁ, ଆଜି ମୁଁ ମୋ ସ୍ୱାମୀଙ୍କୁ ‘ଆଇ ଲଭ୍‌ ୟୁ’ କହିଲି। ସୁନିତା- ସେ କ’ଣ କହିଲେ। ଅନିତା- କହିବେ କ’ଣ! ସେବେଠୁ ସେ ତାଙ୍କର ଚେକ୍‌ ବୁକ୍‌, ଏଟିଏମ୍‌କୁ ଲୁଚେଇକି ରଖିଛନ୍ତି।  

girl

Biswobandita Swain
  • Published: Saturday, 26 October 2019
  • , Updated: 26 October 2019, 03:03 PM IST

ଅନିତା- ଜାଣିଚୁ, ଆଜି ମୁଁ ମୋ ସ୍ୱାମୀଙ୍କୁ ‘ଆଇ ଲଭ୍‌ ୟୁ’ କହିଲି।

ସୁନିତା- ସେ କ’ଣ କହିଲେ।

ଅନିତା- କହିବେ କ’ଣ! ସେବେଠୁ ସେ ତାଙ୍କର ଚେକ୍‌ ବୁକ୍‌, ଏଟିଏମ୍‌କୁ ଲୁଚେଇକି ରଖିଛନ୍ତି।

 

Related story