ମଦ ସବୁ ଦୁଃଖକୁ ଭୁଲେଇଦିଏ

ସ୍ୱାମୀ-ତମେ ଚିହ୍ନା ଚିହ୍ନା ଲାଗୁଛ

ସ୍ତ୍ରୀ- ତମେ କଣ ମତେ ଭୁଲିଗଲ।

ସ୍ନାମୀ- ସତରେ ତୁମେ କିଏ ମୁଁ ଜାଣିପାରୁନି।

ଆହୁରି ପଢ଼ନ୍ତୁ

ସ୍ତ୍ରୀ- ମଦ ପିଇଛ କି?

ସ୍ୱାମୀ- ହଁ,

ସ୍ତ୍ରୀ- କାହିଁକି?

ସ୍ୱାମୀ- ମଦ ସବୁ ଦୁଃଖକୁ ଭୁଲେଇଦିଏ। ସେଥିପାଇଁ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।