Advertisment

ମଦ ସବୁ ଦୁଃଖକୁ ଭୁଲେଇଦିଏ

ସ୍ୱାମୀ-ତମେ ଚିହ୍ନା ଚିହ୍ନା ଲାଗୁଛ ସ୍ତ୍ରୀ- ତମେ କଣ ମତେ ଭୁଲିଗଲ। ସ୍ନାମୀ- ସତରେ ତୁମେ କିଏ ମୁଁ ଜାଣିପାରୁନି। ସ୍ତ୍ରୀ- ମଦ ପିଇଛ କି? ସ୍ୱାମୀ- ହଁ, ସ୍ତ୍ରୀ- କାହିଁକି? ସ୍ୱାମୀ- ମଦ ସବୁ ଦୁଃଖକୁ ଭୁଲେଇଦିଏ। ସେଥିପାଇଁ।

ମଦ ସବୁ ଦୁଃଖକୁ ଭୁଲେଇଦିଏ

car

Advertisment

ସ୍ୱାମୀ-ତମେ ଚିହ୍ନା ଚିହ୍ନା ଲାଗୁଛ

ସ୍ତ୍ରୀ- ତମେ କଣ ମତେ ଭୁଲିଗଲ।

ସ୍ନାମୀ- ସତରେ ତୁମେ କିଏ ମୁଁ ଜାଣିପାରୁନି।

ସ୍ତ୍ରୀ- ମଦ ପିଇଛ କି?

ସ୍ୱାମୀ- ହଁ,

ସ୍ତ୍ରୀ- କାହିଁକି?

ସ୍ୱାମୀ- ମଦ ସବୁ ଦୁଃଖକୁ ଭୁଲେଇଦିଏ। ସେଥିପାଇଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe