ମା’ ବାପାଙ୍କ କଥା ମାନିଥିଲେ ଭଲ ହେଇଥାନ୍ତା

ସ୍ୱାମୀ- ତୁମକୁ ବାହା ହେବାଠୁ ଭଲ ମୁଁ ବାଡୁଅ ରହିଥାନ୍ତି।

ସ୍ତ୍ରୀ- ମୁଁ ବି ମୋ ମାଆ ବାପାଙ୍କ କଥା ମାନି ଦେଇଥିଲେ ଭଲ ହେଇଥାନ୍ତା।

ସ୍ୱାମୀ- ସେମାନେ କ’ଣ କହିଥିଲେ?

ସ୍ତ୍ରୀ-  ସେମାନେ ବି ମତେ ତୁମକୁ ବାହା ହେବାକୁ ମନା କରୁଥିଲେ।

ସ୍ୱାମୀ- ଆରେ ମୋ ଶାଶୁ ମା’ ମୋ ବିଷୟରେ ଭଲ ଭାବୁଥିଲେ। ଆଜି ପର୍ଯ୍ୟନ୍ତ ମୁଁ ତାଙ୍କୁ ଖରାପ ଭାବୁଥିଲି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।