Advertisment

ମା' ବାପାଙ୍କ କଥା ମାନିଥିଲେ ଭଲ ହେଇଥାନ୍ତା

ସ୍ୱାମୀ- ତୁମକୁ ବାହା ହେବାଠୁ ଭଲ ମୁଁ ବାଡୁଅ ରହିଥାନ୍ତି। ସ୍ତ୍ରୀ- ମୁଁ ବି ମୋ ମାଆ ବାପାଙ୍କ କଥା ମାନି ଦେଇଥିଲେ ଭଲ ହେଇଥାନ୍ତା। ସ୍ୱାମୀ- ସେମାନେ କ’ଣ କହିଥିଲେ? ସ୍ତ୍ରୀ-  ସେମାନେ ବି ମତେ ତୁମକୁ ବାହା ହେବାକୁ ମନା କରୁଥିଲେ। ସ୍ୱାମୀ- ଆରେ ମୋ ଶାଶୁ ମା’ ମୋ ବିଷୟରେ ଭଲ ଭାବୁଥିଲେ। ଆଜି ପର୍ଯ୍ୟନ୍ତ ମୁଁ ତାଙ୍କୁ ଖରାପ ଭାବୁଥିଲି।

author-image
Biswobandita Swain
ମା' ବାପାଙ୍କ କଥା ମାନିଥିଲେ ଭଲ ହେଇଥାନ୍ତା

joke

ସ୍ୱାମୀ- ତୁମକୁ ବାହା ହେବାଠୁ ଭଲ ମୁଁ ବାଡୁଅ ରହିଥାନ୍ତି।

ସ୍ତ୍ରୀ- ମୁଁ ବି ମୋ ମାଆ ବାପାଙ୍କ କଥା ମାନି ଦେଇଥିଲେ ଭଲ ହେଇଥାନ୍ତା।

ସ୍ୱାମୀ- ସେମାନେ କ’ଣ କହିଥିଲେ?

ସ୍ତ୍ରୀ-  ସେମାନେ ବି ମତେ ତୁମକୁ ବାହା ହେବାକୁ ମନା କରୁଥିଲେ।

ସ୍ୱାମୀ- ଆରେ ମୋ ଶାଶୁ ମା’ ମୋ ବିଷୟରେ ଭଲ ଭାବୁଥିଲେ। ଆଜି ପର୍ଯ୍ୟନ୍ତ ମୁଁ ତାଙ୍କୁ ଖରାପ ଭାବୁଥିଲି।

Advertisment