ମା' ବାପାଙ୍କ କଥା ମାନିଥିଲେ ଭଲ ହେଇଥାନ୍ତା
ସ୍ୱାମୀ- ତୁମକୁ ବାହା ହେବାଠୁ ଭଲ ମୁଁ ବାଡୁଅ ରହିଥାନ୍ତି। ସ୍ତ୍ରୀ- ମୁଁ ବି ମୋ ମାଆ ବାପାଙ୍କ କଥା ମାନି ଦେଇଥିଲେ ଭଲ ହେଇଥାନ୍ତା। ସ୍ୱାମୀ- ସେମାନେ କ’ଣ କହିଥିଲେ? ସ୍ତ୍ରୀ- ସେମାନେ ବି ମତେ ତୁମକୁ ବାହା ହେବାକୁ ମନା କରୁଥିଲେ। ସ୍ୱାମୀ- ଆରେ ମୋ ଶାଶୁ ମା’ ମୋ ବିଷୟରେ ଭଲ ଭାବୁଥିଲେ। ଆଜି ପର୍ଯ୍ୟନ୍ତ ମୁଁ ତାଙ୍କୁ ଖରାପ ଭାବୁଥିଲି।
ସ୍ୱାମୀ- ତୁମକୁ ବାହା ହେବାଠୁ ଭଲ ମୁଁ ବାଡୁଅ ରହିଥାନ୍ତି।
ସ୍ତ୍ରୀ- ମୁଁ ବି ମୋ ମାଆ ବାପାଙ୍କ କଥା ମାନି ଦେଇଥିଲେ ଭଲ ହେଇଥାନ୍ତା।
ସ୍ୱାମୀ- ସେମାନେ କ’ଣ କହିଥିଲେ?
ସ୍ତ୍ରୀ- ସେମାନେ ବି ମତେ ତୁମକୁ ବାହା ହେବାକୁ ମନା କରୁଥିଲେ।
ସ୍ୱାମୀ- ଆରେ ମୋ ଶାଶୁ ମା’ ମୋ ବିଷୟରେ ଭଲ ଭାବୁଥିଲେ। ଆଜି ପର୍ଯ୍ୟନ୍ତ ମୁଁ ତାଙ୍କୁ ଖରାପ ଭାବୁଥିଲି।