Advertisment

ପପୁ ପାଇଁ ଛିଣ୍ଡିଗଲା କ୍ଷୀର

ପ୍ରୀତି : ତମେ କିଛି ବି କାମ ଠିକ୍‌ରେ କରୁନ ପପୁ: ଏବେ କ’ଣ ହେଲା, ମୁଁ ଏମିତି କ’ଣ କରିଦେଲି ? ପ୍ରୀତି: ତୁମକୁ କାଲି ସିଲିଣ୍ଡର ଲଗାଇବାକୁ କହିଥିଲି ନା ନାଇଁ… ପପୁ : ହଁ, ଲଗେଇ ତ ଥିଲି… ପ୍ରୀତି : କେଜାଣି କେମିତି ଲଗେଇ ଥିଲ। କାଲିଠୁ ମୁଁ କ୍ଷୀର ଦିଥର ସିଝେଇଲିଣି ଯେ ଦିଥର ଯାକ ଛିଣ୍ଡି ଯାଉଛି। ସବୁ ତୁମ ଭୁଲ୍‌ ପାଇଁ ହେଉଛି।

author-image
Puspanjali Panda
ପପୁ ପାଇଁ ଛିଣ୍ଡିଗଲା କ୍ଷୀର

papu

ପ୍ରୀତି : ତମେ କିଛି ବି କାମ ଠିକ୍‌ରେ କରୁନ

ପପୁ: ଏବେ କ’ଣ ହେଲା, ମୁଁ ଏମିତି କ’ଣ କରିଦେଲି ?

ପ୍ରୀତି: ତୁମକୁ କାଲି ସିଲିଣ୍ଡର ଲଗାଇବାକୁ କହିଥିଲି ନା ନାଇଁ...

ପପୁ : ହଁ, ଲଗେଇ ତ ଥିଲି...

ପ୍ରୀତି : କେଜାଣି କେମିତି ଲଗେଇ ଥିଲ। କାଲିଠୁ ମୁଁ କ୍ଷୀର ଦିଥର ସିଝେଇଲିଣି ଯେ ଦିଥର ଯାକ ଛିଣ୍ଡି ଯାଉଛି। ସବୁ ତୁମ ଭୁଲ୍‌ ପାଇଁ ହେଉଛି।

Advertisment