papu
Advertisment
ପ୍ରୀତି : ତମେ କିଛି ବି କାମ ଠିକ୍ରେ କରୁନ
ପପୁ: ଏବେ କ’ଣ ହେଲା, ମୁଁ ଏମିତି କ’ଣ କରିଦେଲି ?
ପ୍ରୀତି: ତୁମକୁ କାଲି ସିଲିଣ୍ଡର ଲଗାଇବାକୁ କହିଥିଲି ନା ନାଇଁ...
ପପୁ : ହଁ, ଲଗେଇ ତ ଥିଲି...
ପ୍ରୀତି : କେଜାଣି କେମିତି ଲଗେଇ ଥିଲ। କାଲିଠୁ ମୁଁ କ୍ଷୀର ଦିଥର ସିଝେଇଲିଣି ଯେ ଦିଥର ଯାକ ଛିଣ୍ଡି ଯାଉଛି। ସବୁ ତୁମ ଭୁଲ୍ ପାଇଁ ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/11/papu.jpg)