କ୍ଷୀରରେ କାହିଁକି ପାଣି ଦଉଛ ?

ପପୁ : ଭାଇ କ୍ଷୀର ଆଣିଛ? କ୍ଷୀରବାଲା : ହଁ। ପପୁ : ଆଜିକାଲି କ୍ଷୀରରେ ବହୁତ ପାଣି ଦଉଛ। ଟିକେ କମ୍‌ ପାଣି ଦଉନ। କ୍ଷୀରବାଲା : ଆଜ୍ଞା, ପାଣି ତ ମୁଁ କ୍ଷୀରରେ ଦିଏନି। ପପୁ : ଆଉ କ’ଣ ତୁମ ଗାଈ ପାଣି କ୍ଷୀର ଦେଉଛି ? କ୍ଷୀରବାଲା : ନାଇମ ଗାଈଗୁଡ଼ା ଭାରି ଅମାନିଆ ହେଉଛନ୍ତି। ଯେତେ ଜଗିଲେ ବି ପୋଖରୀ, ନାଳକୁ ଯାଇ ପାଣି ପିଇଦେଉଛନ୍ତି। ସେଥିପାଇଁ କ୍ଷୀରସବୁ ପାଣିଆ […]

milk

milk

Puspanjali Panda
  • Published: Monday, 27 January 2020
  • Updated: 27 January 2020, 11:33 AM IST

Sports

Latest News

ପପୁ : ଭାଇ କ୍ଷୀର ଆଣିଛ?

କ୍ଷୀରବାଲା : ହଁ।

ପପୁ : ଆଜିକାଲି କ୍ଷୀରରେ ବହୁତ ପାଣି ଦଉଛ। ଟିକେ କମ୍‌ ପାଣି ଦଉନ।

କ୍ଷୀରବାଲା : ଆଜ୍ଞା, ପାଣି ତ ମୁଁ କ୍ଷୀରରେ ଦିଏନି।

ପପୁ : ଆଉ କ’ଣ ତୁମ ଗାଈ ପାଣି କ୍ଷୀର ଦେଉଛି ?

କ୍ଷୀରବାଲା : ନାଇମ ଗାଈଗୁଡ଼ା ଭାରି ଅମାନିଆ ହେଉଛନ୍ତି। ଯେତେ ଜଗିଲେ ବି ପୋଖରୀ, ନାଳକୁ ଯାଇ ପାଣି ପିଇଦେଉଛନ୍ତି। ସେଥିପାଇଁ କ୍ଷୀରସବୁ ପାଣିଆ ହୋଇଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos