ଅଦ୍ୟତନ ହୋଇଛି
milk
Advertisment
ପପୁ :ଭାଇ କ୍ଷୀର ଆଣିଛ?
କ୍ଷୀରବାଲା : ହଁ।
ପପୁ :ଆଜିକାଲି କ୍ଷୀରରେ ବହୁତ ପାଣି ଦଉଛ। ଟିକେ କମ୍ ପାଣି ଦଉନ।
କ୍ଷୀରବାଲା : ଆଜ୍ଞା, ପାଣି ତ ମୁଁ କ୍ଷୀରରେ ଦିଏନି।
ପପୁ :ଆଉ କ’ଣ ତୁମ ଗାଈ ପାଣି କ୍ଷୀର ଦେଉଛି ?
କ୍ଷୀରବାଲା : ନାଇମ ଗାଈଗୁଡ଼ା ଭାରି ଅମାନିଆ ହେଉଛନ୍ତି। ଯେତେ ଜଗିଲେ ବି ପୋଖରୀ, ନାଳକୁ ଯାଇ ପାଣି ପିଇଦେଉଛନ୍ତି। ସେଥିପାଇଁ କ୍ଷୀରସବୁ ପାଣିଆ ହୋଇଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/milk.jpg)