କ୍ଷୀରରେ କାହିଁକି ପାଣି ଦଉଛ ?
ପପୁ : ଭାଇ କ୍ଷୀର ଆଣିଛ? କ୍ଷୀରବାଲା : ହଁ। ପପୁ : ଆଜିକାଲି କ୍ଷୀରରେ ବହୁତ ପାଣି ଦଉଛ। ଟିକେ କମ୍ ପାଣି ଦଉନ। କ୍ଷୀରବାଲା : ଆଜ୍ଞା, ପାଣି ତ ମୁଁ କ୍ଷୀରରେ ଦିଏନି। ପପୁ : ଆଉ କ’ଣ ତୁମ ଗାଈ ପାଣି କ୍ଷୀର ଦେଉଛି ? କ୍ଷୀରବାଲା : ନାଇମ ଗାଈଗୁଡ଼ା ଭାରି ଅମାନିଆ ହେଉଛନ୍ତି। ଯେତେ ଜଗିଲେ ବି ପୋଖରୀ, ନାଳକୁ ଯାଇ ପାଣି ପିଇଦେଉଛନ୍ତି। ସେଥିପାଇଁ କ୍ଷୀରସବୁ ପାଣିଆ […]
ପପୁ : ଭାଇ କ୍ଷୀର ଆଣିଛ?
କ୍ଷୀରବାଲା : ହଁ।
ପପୁ : ଆଜିକାଲି କ୍ଷୀରରେ ବହୁତ ପାଣି ଦଉଛ। ଟିକେ କମ୍ ପାଣି ଦଉନ।
କ୍ଷୀରବାଲା : ଆଜ୍ଞା, ପାଣି ତ ମୁଁ କ୍ଷୀରରେ ଦିଏନି।
ପପୁ : ଆଉ କ’ଣ ତୁମ ଗାଈ ପାଣି କ୍ଷୀର ଦେଉଛି ?
କ୍ଷୀରବାଲା : ନାଇମ ଗାଈଗୁଡ଼ା ଭାରି ଅମାନିଆ ହେଉଛନ୍ତି। ଯେତେ ଜଗିଲେ ବି ପୋଖରୀ, ନାଳକୁ ଯାଇ ପାଣି ପିଇଦେଉଛନ୍ତି। ସେଥିପାଇଁ କ୍ଷୀରସବୁ ପାଣିଆ ହୋଇଯାଉଛି।