ମୋ ବାପା ଗାଁର ସବୁଠାରୁ ବଡ଼ ଲୋକ

ପୁଅ : ମୋତେ ବିବାହ କରିବ ?

ଝିଅ : କାହିଁକି, ତମ ପାଖରେ ଏମିତି କ’ଣ ଅଛି ?

ପୁଅ : ଜାଣିଛ, ମୋ ବାପା ଗାଁର ସବୁଠାରୁ ବଡ଼ ଲୋକ।

ବିବାହ ପରେ ଝିଅ ଜାଣିବାକୁ ପାଇଲା ଯେ ତା’ର ଶଶୁରଙ୍କୁ ୧୦୫ ବର୍ଷ ହୋଇଥିବାରୁ ଗାଁ ଲୋକେ ତାଙ୍କୁ ସବୁଠାରୁ ବଡ଼ ବୋଲି ସମ୍ମାନ ଦେଉଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।