Human Intrest news ମୋ ବାପା ଗାଁର ସବୁଠାରୁ ବଡ଼ ଲୋକ ପୁଅ : ମୋତେ ବିବାହ କରିବ ? ଝିଅ : କାହିଁକି, ତମ ପାଖରେ ଏମିତି କ’ଣ ଅଛି ? ପୁଅ : ଜାଣିଛ, ମୋ ବାପା ଗାଁର ସବୁଠାରୁ ବଡ଼ ଲୋକ। ବିବାହ ପରେ ଝିଅ ଜାଣିବାକୁ ପାଇଲା ଯେ ତା’ର ଶଶୁରଙ୍କୁ ୧୦୫ ବର୍ଷ ହୋଇଥିବାରୁ ଗାଁ ଲୋକେ ତାଙ୍କୁ ସବୁଠାରୁ ବଡ଼ ବୋଲି ସମ୍ମାନ ଦେଉଛନ୍ତି। Puspanjali Panda 08 Jun 2020 13:29 IST jokeପୁଅ : ମୋତେ ବିବାହ କରିବ ?ଝିଅ : କାହିଁକି, ତମ ପାଖରେ ଏମିତି କ’ଣ ଅଛି ?ପୁଅ : ଜାଣିଛ, ମୋ ବାପା ଗାଁର ସବୁଠାରୁ ବଡ଼ ଲୋକ।ବିବାହ ପରେ ଝିଅ ଜାଣିବାକୁ ପାଇଲା ଯେ ତା’ର ଶଶୁରଙ୍କୁ ୧୦୫ ବର୍ଷ ହୋଇଥିବାରୁ ଗାଁ ଲୋକେ ତାଙ୍କୁ ସବୁଠାରୁ ବଡ଼ ବୋଲି ସମ୍ମାନ ଦେଉଛନ୍ତି।Advertisment Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ