joke
Advertisment
ପୁଅ : ମୋତେ ବିବାହ କରିବ ?
ଝିଅ : କାହିଁକି, ତମ ପାଖରେ ଏମିତି କ’ଣ ଅଛି ?
ପୁଅ : ଜାଣିଛ, ମୋ ବାପା ଗାଁର ସବୁଠାରୁ ବଡ଼ ଲୋକ।
ବିବାହ ପରେ ଝିଅ ଜାଣିବାକୁ ପାଇଲା ଯେ ତା’ର ଶଶୁରଙ୍କୁ ୧୦୫ ବର୍ଷ ହୋଇଥିବାରୁ ଗାଁ ଲୋକେ ତାଙ୍କୁ ସବୁଠାରୁ ବଡ଼ ବୋଲି ସମ୍ମାନ ଦେଉଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/joke-2.jpg)