ଜାତକରେ ଖାଲି ଟଙ୍କା

ପଣ୍ଡିତ- ପୁଅ ତୁମ ଜାତକରେ ବହୁତ ଧନ ଅଛି।

ଭକ୍ତ- ସତରେ?

ପଣ୍ଡିତ- ହଁ, ତୁମେ ଜାତକରେ ଖାଲି ଟଙ୍କା ହିଁ ଟଙ୍କା।

ଭକ୍ତ- ଏତେ ଟଙ୍କାକୁ ବ୍ୟାଙ୍କକୁ କେମିତି ଟ୍ରାନ୍ସଫର କରିବି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।