ଜାତକରେ ଖାଲି ଟଙ୍କା

ପଣ୍ଡିତ- ପୁଅ ତୁମ ଜାତକରେ ବହୁତ ଧନ ଅଛି। ଭକ୍ତ- ସତରେ? ପଣ୍ଡିତ- ହଁ, ତୁମେ ଜାତକରେ ଖାଲି ଟଙ୍କା ହିଁ ଟଙ୍କା। ଭକ୍ତ- ଏତେ ଟଙ୍କାକୁ ବ୍ୟାଙ୍କକୁ କେମିତି ଟ୍ରାନ୍ସଫର କରିବି।

jk

Biswobandita Swain
  • Published: Thursday, 12 March 2020
  • , Updated: 12 March 2020, 02:09 PM IST

ପଣ୍ଡିତ- ପୁଅ ତୁମ ଜାତକରେ ବହୁତ ଧନ ଅଛି।

ଭକ୍ତ- ସତରେ?

ପଣ୍ଡିତ- ହଁ, ତୁମେ ଜାତକରେ ଖାଲି ଟଙ୍କା ହିଁ ଟଙ୍କା।

ଭକ୍ତ- ଏତେ ଟଙ୍କାକୁ ବ୍ୟାଙ୍କକୁ କେମିତି ଟ୍ରାନ୍ସଫର କରିବି।

Related story