Advertisment

ଭିକାରି ଦେଲେ ବହି

ପତ୍ନୀ- ବୁଝିଲ କାଲି ଯେଉଁ ଭିକାରିକୁ ମୁଁ ଖାଇବାକୁ ଦେଇଥିଲି, ସେଇଟା ଭାରି ଫୁଟାଣିଆ। ପତି- କାଇଁ, ଏମିତି କ’ଣ କଲା କି? ପତ୍ନୀ- ସେ ଆସି ଆଜି ମୋତେ ଗୋଟେ ଚଟିବହି ଧରେଇ ଦେଇ ଯାଇଛି। ପତି- କି ବହି? ପତ୍ନୀ- ‘ରୋଷେଇ କରିବା ଶିଖ।’ ପତି କିଛି କହିଲେନି, ହେଲେ ମନେ ମନେ ଭାରି ଖୁସି ହୋଇ କହୁଥିଲେ- ଯାହା ହେଉ କିଏ ତ ସାହସ କଲା।

author-image
Biswobandita Swain
ଭିକାରି ଦେଲେ ବହି

beggar

ପତ୍ନୀ- ବୁଝିଲ କାଲି ଯେଉଁ ଭିକାରିକୁ ମୁଁ ଖାଇବାକୁ ଦେଇଥିଲି, ସେଇଟା ଭାରି ଫୁଟାଣିଆ।
ପତି- କାଇଁ, ଏମିତି କ’ଣ କଲା କି?

Advertisment

ପତ୍ନୀ- ସେ ଆସି ଆଜି ମୋତେ ଗୋଟେ ଚଟିବହି ଧରେଇ ଦେଇ ଯାଇଛି।
ପତି- କି ବହି?
ପତ୍ନୀ- ‘ରୋଷେଇ କରିବା ଶିଖ।’

ପତି କିଛି କହିଲେନି, ହେଲେ ମନେ ମନେ ଭାରି ଖୁସି ହୋଇ କହୁଥିଲେ- ଯାହା ହେଉ କିଏ ତ ସାହସ କଲା।

Advertisment