ପତ୍ନୀ- ବୁଝିଲ କାଲି ଯେଉଁ ଭିକାରିକୁ ମୁଁ ଖାଇବାକୁ ଦେଇଥିଲି, ସେଇଟା ଭାରି ଫୁଟାଣିଆ।
ପତି- କାଇଁ, ଏମିତି କ’ଣ କଲା କି?
ପତ୍ନୀ- ସେ ଆସି ଆଜି ମୋତେ ଗୋଟେ ଚଟିବହି ଧରେଇ ଦେଇ ଯାଇଛି।
ପତି- କି ବହି?
ପତି କିଛି କହିଲେନି, ହେଲେ ମନେ ମନେ ଭାରି ଖୁସି ହୋଇ କହୁଥିଲେ- ଯାହା ହେଉ କିଏ ତ ସାହସ କଲା।
ପତ୍ନୀ- ବୁଝିଲ କାଲି ଯେଉଁ ଭିକାରିକୁ ମୁଁ ଖାଇବାକୁ ଦେଇଥିଲି, ସେଇଟା ଭାରି ଫୁଟାଣିଆ। ପତି- କାଇଁ, ଏମିତି କ’ଣ କଲା କି? ପତ୍ନୀ- ସେ ଆସି ଆଜି ମୋତେ ଗୋଟେ ଚଟିବହି ଧରେଇ ଦେଇ ଯାଇଛି। ପତି- କି ବହି? ପତ୍ନୀ- ‘ରୋଷେଇ କରିବା ଶିଖ।’ ପତି କିଛି କହିଲେନି, ହେଲେ ମନେ ମନେ ଭାରି ଖୁସି ହୋଇ କହୁଥିଲେ- ଯାହା ହେଉ କିଏ ତ ସାହସ କଲା।
beggar