Advertisment

ସୂର୍ଯ୍ୟବଂଶମ୍‌ ଫିଲ୍ମ ଦେଖିବା ପରେ...

ପପୁ ପୁଅ ବଣ୍ଟି ଲକଡାଉନରେ ବହୁତ ଦୁଷ୍ଟ ହେଉଛି। ଅନଲାଇନରେ କ୍ଲାସ ହେଉଥିଲେ ବି ଠିକ୍‌ରେ ହୋମୱାର୍କ କରୁନାହିଁ। ବଣ୍ଟିର ଦୁଷ୍ଟାମି ଦେଖି ଦିନେ ପପୁ ତାକୁ ବୁଝାଇ କହିଲା, ବଣ୍ଟି ତୁ ପାଠ ପଢ଼ିବୁ ନାହିଁ ତ ଭବିଷ୍ୟତରେ କ’ଣ କରିବୁ ? ବଣ୍ଟି : ବାପା ମୁଁ ବସ୍‌ ଚଲାଇବା ଶିଖିବି। ତା’ପରେ ନିଜ ପାଇଁ ଏକ ବସ୍ କିଣିବି। ଏକ ଆମ୍ୱର ବଗିଚା ମଧ୍ୟ କିଣିବି। ସ୍ତ୍ରୀକୁ ପାଠ ପଢ଼ାଇ କଲେକ୍ଟର କରିବି। […]

ଅଦ୍ୟତନ ହୋଇଛି
ସୂର୍ଯ୍ୟବଂଶମ୍‌ ଫିଲ୍ମ ଦେଖିବା ପରେ...

banty

Advertisment

ପପୁ ପୁଅ ବଣ୍ଟି ଲକଡାଉନରେ ବହୁତ ଦୁଷ୍ଟ ହେଉଛି। ଅନଲାଇନରେ କ୍ଲାସ ହେଉଥିଲେ ବି ଠିକ୍‌ରେ ହୋମୱାର୍କ କରୁନାହିଁ। ବଣ୍ଟିର ଦୁଷ୍ଟାମି ଦେଖି ଦିନେ ପପୁ ତାକୁ ବୁଝାଇ କହିଲା, ବଣ୍ଟି ତୁ ପାଠ ପଢ଼ିବୁ ନାହିଁ ତ ଭବିଷ୍ୟତରେ କ’ଣ କରିବୁ ?

Advertisment

ବଣ୍ଟି : ବାପା ମୁଁ ବସ୍‌ ଚଲାଇବା ଶିଖିବି। ତା’ପରେ ନିଜ ପାଇଁ ଏକ ବସ୍ କିଣିବି। ଏକ ଆମ୍ୱର ବଗିଚା ମଧ୍ୟ କିଣିବି। ସ୍ତ୍ରୀକୁ ପାଠ ପଢ଼ାଇ କଲେକ୍ଟର କରିବି। ଶୁଣ ବାପା ତୁମେ ଜମା ବ୍ୟସ୍ତ ହୁଅନି, ତୁମ ନାମରେ ଏକ ହସ୍ପିଟାଲ ବି କରିବି।

ପୁଅର କଥା ଶୁଣିବା ପରେ ପପୁ ପାଦରୁ ଚପଲ ବାହାର କଲା, ଆଉ ବଣ୍ଟିକୁ ବହୁତ ମାରି କହିଲା, କୁଳାଙ୍ଗାର ତୁ ଆଜି ପୁଣିଥରେ ସୂର୍ଯ୍ୟବଂଶମ୍‌ ଫିଲ୍ମ ଦେଖିଛୁ ନା....

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe