ମୋ ସହ ଧୋକା ହେଇଗଲା

ବଣ୍ଟି– ମୋ ସହ ଧୋକା ହେଇଗଲା।

ଚିଣ୍ଟୁ- କ’ଣ ହେଲା?

ଆହୁରି ପଢ଼ନ୍ତୁ

ବଣ୍ଟି– ଆରେ ମୁଁ ବାପାଙ୍କୁ ଫିଜିକ୍ସ ଏବଂ କେମେଷ୍ଟ୍ରି କହି କିଣିବି ବୋଲି ଟଙ୍କା ମାଗିଥିଲି।

ଚିଣ୍ଟୁ- ସେ କେତେ ଟଙ୍କା ଦେଲେ?

ବଣ୍ଟି– ଟଙ୍କା ନୁହଁ, ସେ ବହି କିଣି ଦେଇଦେଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।