ଅଦ୍ୟତନ ହୋଇଛି
school
Advertisment
ବଣ୍ଟି- ମୋ ସହ ଧୋକା ହେଇଗଲା।
ଚିଣ୍ଟୁ- କ’ଣ ହେଲା?
ବଣ୍ଟି- ଆରେ ମୁଁ ବାପାଙ୍କୁ ଫିଜିକ୍ସ ଏବଂ କେମେଷ୍ଟ୍ରି କହି କିଣିବି ବୋଲି ଟଙ୍କା ମାଗିଥିଲି।
Advertisment
ଚିଣ୍ଟୁ- ସେ କେତେ ଟଙ୍କା ଦେଲେ?
ବଣ୍ଟି- ଟଙ୍କା ନୁହଁ, ସେ ବହି କିଣି ଦେଇଦେଲେ।
school
ବଣ୍ଟି- ମୋ ସହ ଧୋକା ହେଇଗଲା।
ଚିଣ୍ଟୁ- କ’ଣ ହେଲା?
ବଣ୍ଟି- ଆରେ ମୁଁ ବାପାଙ୍କୁ ଫିଜିକ୍ସ ଏବଂ କେମେଷ୍ଟ୍ରି କହି କିଣିବି ବୋଲି ଟଙ୍କା ମାଗିଥିଲି।
ଚିଣ୍ଟୁ- ସେ କେତେ ଟଙ୍କା ଦେଲେ?
ବଣ୍ଟି- ଟଙ୍କା ନୁହଁ, ସେ ବହି କିଣି ଦେଇଦେଲେ।