Advertisment

ବସ୍‌ କଣ୍ଡକ୍ଟର

ଥରେ ଜଣେ ବସ୍‌ କଣ୍ଡକ୍ଟର ବସ୍‌ରେ ଯାଉଥିବା ଏକ ପିଲାକୁ କହିଲା, ମୁଁ ଯେତେବେଳୁ ତୁମକୁ ଦେଖୁଛି ତୁମେ ସିଟ୍‌ରେ ନବସି ଡୋର୍‌ ପାଖରେ ଛିଡ଼ା ହେଉଛ। ତୁମ ବାପା ଚୌକିଦାର କି ? ଡୋର୍‌ ପାଖରେ ଛିଡ଼ା ହେଉଛ !! ପିଲାଟି ବହୁତ ଦୁଷ୍ଟ ଥିଲା ବସ୍ କଣ୍ଡକ୍ଟରଙ୍କ ଏମିତି ପ୍ରଶ୍ନ ଶୁଣି କହିଲା, ତୁମେ ସବୁବେଳେ ମୋତେ ଟଙ୍କା ମାଗୁଛ। ତୁମ ବାପା ଭିକାରୀ କି ?

author-image
Puspanjali Panda
ଅଦ୍ୟତନ ହୋଇଛି
ବସ୍‌ କଣ୍ଡକ୍ଟର

bus

ଥରେ ଜଣେ ବସ୍‌ କଣ୍ଡକ୍ଟର ବସ୍‌ରେ ଯାଉଥିବା ଏକ ପିଲାକୁ କହିଲା, ମୁଁ ଯେତେବେଳୁ ତୁମକୁ ଦେଖୁଛି ତୁମେ ସିଟ୍‌ରେ ନବସି ଡୋର୍‌ ପାଖରେ ଛିଡ଼ା ହେଉଛ।

Advertisment

ତୁମ ବାପା ଚୌକିଦାର କି ? ଡୋର୍‌ ପାଖରେ ଛିଡ଼ା ହେଉଛ !!

ପିଲାଟି ବହୁତ ଦୁଷ୍ଟ ଥିଲା ବସ୍ କଣ୍ଡକ୍ଟରଙ୍କ ଏମିତି ପ୍ରଶ୍ନ ଶୁଣି କହିଲା, ତୁମେ ସବୁବେଳେ ମୋତେ ଟଙ୍କା ମାଗୁଛ। ତୁମ ବାପା ଭିକାରୀ କି ?