ବସ୍ କଣ୍ଡକ୍ଟର
ଥରେ ଜଣେ ବସ୍ କଣ୍ଡକ୍ଟର ବସ୍ରେ ଯାଉଥିବା ଏକ ପିଲାକୁ କହିଲା, ମୁଁ ଯେତେବେଳୁ ତୁମକୁ ଦେଖୁଛି ତୁମେ ସିଟ୍ରେ ନବସି ଡୋର୍ ପାଖରେ ଛିଡ଼ା ହେଉଛ। ତୁମ ବାପା ଚୌକିଦାର କି ? ଡୋର୍ ପାଖରେ ଛିଡ଼ା ହେଉଛ !! ପିଲାଟି ବହୁତ ଦୁଷ୍ଟ ଥିଲା ବସ୍ କଣ୍ଡକ୍ଟରଙ୍କ ଏମିତି ପ୍ରଶ୍ନ ଶୁଣି କହିଲା, ତୁମେ ସବୁବେଳେ ମୋତେ ଟଙ୍କା ମାଗୁଛ। ତୁମ ବାପା ଭିକାରୀ କି ?
ଥରେ ଜଣେ ବସ୍ କଣ୍ଡକ୍ଟର ବସ୍ରେ ଯାଉଥିବା ଏକ ପିଲାକୁ କହିଲା, ମୁଁ ଯେତେବେଳୁ ତୁମକୁ ଦେଖୁଛି ତୁମେ ସିଟ୍ରେ ନବସି ଡୋର୍ ପାଖରେ ଛିଡ଼ା ହେଉଛ।
ତୁମ ବାପା ଚୌକିଦାର କି ? ଡୋର୍ ପାଖରେ ଛିଡ଼ା ହେଉଛ !!
ପିଲାଟି ବହୁତ ଦୁଷ୍ଟ ଥିଲା ବସ୍ କଣ୍ଡକ୍ଟରଙ୍କ ଏମିତି ପ୍ରଶ୍ନ ଶୁଣି କହିଲା, ତୁମେ ସବୁବେଳେ ମୋତେ ଟଙ୍କା ମାଗୁଛ। ତୁମ ବାପା ଭିକାରୀ କି ?