Advertisment

ଚିଣ୍ଟୁର କନ୍ୟା ଦେଖା

ଚିଣ୍ଟୁର ବାହାଘର ପାଇଁ ପ୍ରସ୍ତାବଟିଏ ଆସିଛି। ଜ୍ୟୋତିଷ ଝିଅ ଓ ଚିଣ୍ଟୁର ଜାତକ ମିଳାଇ ଦେଖିଲେ ଯେ ଦୁହିଁଙ୍କର ସବୁ ଗୁଣ ମେଳ ଖାଉଛି। ଚିଣ୍ଟୁର ବାପା ଝିଅ ଘରକୁ ଖବର ପଠେଇ କହିଲେ ଦୁହିଁଙ୍କର ଜାତକ ମେଳ ଖାଉଥିବାରୁ ବାହାଘର ହୋଇପାରିବ ନାହିଁ। ସେପଟେ ଝିଅ ଘରଲୋକ ଆଶ୍ଚର୍ଯ୍ୟ ହୋଇ ଖବର ଦେଲେ। ପୁଅଝିଅଙ୍କର ସବୁ ଗୁଣ ତ ମେଳ ଖାଉଛି ବାହାଘର ହେବ ନାହିଁ କାହିଁକି? ଚିଣ୍ଟୁର ବାପା ଖବର ଦେଇ କହିଲେ: ଆମ […]

author-image
Puspanjali Panda
ଚିଣ୍ଟୁର କନ୍ୟା ଦେଖା

papu

ଚିଣ୍ଟୁର ବାହାଘର ପାଇଁ ପ୍ରସ୍ତାବଟିଏ ଆସିଛି। ଜ୍ୟୋତିଷ ଝିଅ ଓ ଚିଣ୍ଟୁର ଜାତକ ମିଳାଇ ଦେଖିଲେ ଯେ ଦୁହିଁଙ୍କର ସବୁ ଗୁଣ ମେଳ ଖାଉଛି।

Advertisment

ଚିଣ୍ଟୁର ବାପା ଝିଅ ଘରକୁ ଖବର ପଠେଇ କହିଲେ ଦୁହିଁଙ୍କର ଜାତକ ମେଳ ଖାଉଥିବାରୁ ବାହାଘର ହୋଇପାରିବ ନାହିଁ।

ସେପଟେ ଝିଅ ଘରଲୋକ ଆଶ୍ଚର୍ଯ୍ୟ ହୋଇ ଖବର ଦେଲେ।

ପୁଅଝିଅଙ୍କର ସବୁ ଗୁଣ ତ ମେଳ ଖାଉଛି ବାହାଘର ହେବ ନାହିଁ କାହିଁକି?

ଚିଣ୍ଟୁର ବାପା ଖବର ଦେଇ କହିଲେ: ଆମ ପୁଅ ତ ଲଫଙ୍ଗା!!ବୋହୂଟିଏ ବି ତା ପରି ଆଣିବି ନା କ'ଣ!!!

Advertisment