/odisha-reporter/media/post_attachments/uploads/2020/07/papu.jpg)
papu
ପପୁ : ସାର ମୋତେ ବିଜୁଳି ଅଫିସବାଲା ଫୋନରେ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଛନ୍ତି। ଆପଣ କିଛି ଗୋଟେ କରି ମୋତେ ରକ୍ଷା କରନ୍ତୁ।
Advertisment
ପୁଲିସ : କିଏ ଦେଉଛି ଧମକ ?
ପପୁ: ବିଜୁଳି ଅଫିସବାଲା...
ପୁଲିସ : ଧମକରେ କ'ଣ କହୁଛନ୍ତି ?
ପପୁ : କହୁଛନ୍ତି ବିଜୁଳି ବିଲ ନଦେଲେ କାଟି ଦେବୁ!!!!
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
