Advertisment

ବିଜୁଳି ଅଫିସରୁ ଆସୁଛି ଧମକ

ପପୁ : ସାର ମୋତେ ବିଜୁଳି ଅଫିସବାଲା ଫୋନରେ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଛନ୍ତି। ଆପଣ କିଛି ଗୋଟେ କରି ମୋତେ ରକ୍ଷା କରନ୍ତୁ। ପୁଲିସ : କିଏ ଦେଉଛି ଧମକ ? ପପୁ: ବିଜୁଳି ଅଫିସବାଲା… ପୁଲିସ : ଧମକରେ କ’ଣ କହୁଛନ୍ତି ? ପପୁ : କହୁଛନ୍ତି ବିଜୁଳି ବିଲ ନଦେଲେ କାଟି ଦେବୁ!!!!

ଝଡ ବାତ୍ୟା ହେବାର ଅଛି

papu

Advertisment

ପପୁ : ସାର ମୋତେ ବିଜୁଳି ଅଫିସବାଲା ଫୋନରେ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଛନ୍ତି। ଆପଣ କିଛି ଗୋଟେ କରି ମୋତେ ରକ୍ଷା କରନ୍ତୁ।

Advertisment

ପୁଲିସ : କିଏ ଦେଉଛି ଧମକ ?

ପୁ: ବିଜୁଳି ଅଫିସବାଲା...

ପୁଲିସ : ଧମକରେ କ'ଣ କହୁଛନ୍ତି ?

ପପୁ : କହୁଛନ୍ତି ବିଜୁଳି ବିଲ ନଦେଲେ କାଟି ଦେବୁ!!!!

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe