/odisha-reporter/media/post_attachments/uploads/2020/08/jokes-3.jpg)
jokes
ଗାର୍ଲଫ୍ରେଣ୍ଡ : ଯଦି ତୁମର ଏବର୍ଷ ସରକାରୀ ଚାକିରି ନହେଲା, ତେବେ ଆମ ଘରଲୋକ ବାହାଘର ପାଇଁ ରାଜି ହେବେ ନାହିଁ।
Advertisment
ଚିଣ୍ଟୁ : ତେବେ ତୁମେ କ’ଣ କରିବ ?
ଗାର୍ଲଫ୍ରେଣ୍ଡ : ତାଙ୍କ କଥା ମାନି ଅନ୍ୟ ଆଡ଼େ ବାହା ହୋଇଯିବି !
ଚିଣ୍ଟୁ : ସରକାରୀ ଚାକିରି ନହେଇ ପଛେ ଚାଲ ଏବେ ବାହା ହୋଇଯିବା।
ଗାର୍ଲଫ୍ରେଣ୍ଡ : ଚାକିରି ନକଲେ କେମିତି ବାହା ହେବା, ଘରେ ରାଜି ହେବେ ନାହିଁ।
ଚିଣ୍ଟୁ : ତୁମେ ବୁଝୁନ କାହିଁକି, ମୋର ସରକାରୀ ଚାକିରି ହୋଇଗଲେ, ଆମ ଘରେ ତୁମ ସାଙ୍ଗରେ ବାହାଘର କରିବାକୁ ରାଜି ହେବେନାହିଁ !!
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
