Advertisment

ସବୁ ଝିଅଙ୍କର ଗୋଟିଏ ଡିମାଣ୍ଡ

ପୁଅ ବାହାଘର ଠିକ୍‌ ହୋଇଗଲେ ସବୁ ମା’ଙ୍କର ବୋହୂଙ୍କୁ ନେଇ ବହୁତ କିଛି ଡିମାଣ୍ଡ ରହିଥାଏ। ଯେମିତିକି ଝିଅ ସୁନ୍ଦର ହୋଇଥିବା ଦରକାର। ପଇସାବାଲା ହୋଇଥିବା ଦରକାର। ପାଠଶାଠ ପଢ଼ିଥିବା ଦରକାର। କମ୍‌ ବୟସର ହୋଇଥିବା ଦରକାର। ଘରକାମ କରି ପାରୁଥିବା ଦରକାର। କିନ୍ତୁ ସବୁ ଝିଅଙ୍କର କେବଳ ଗୋଟିଏ ଡିମାଣ୍ଡ ରହିଥାଏ… ବାସ୍‌ ଶାଶୂଘରେ ଶାଶୂ ନଥିବା ଦରକାର !!!

author-image
Puspanjali Panda
ଅଦ୍ୟତନ ହୋଇଛି
ସବୁ ଝିଅଙ୍କର ଗୋଟିଏ ଡିମାଣ୍ଡ

papu

ପୁଅ ବାହାଘର ଠିକ୍‌ ହୋଇଗଲେ ସବୁ ମା’ଙ୍କର ବୋହୂଙ୍କୁ ନେଇ ବହୁତ କିଛି ଡିମାଣ୍ଡ ରହିଥାଏ।

Advertisment

ଯେମିତିକି ଝିଅ ସୁନ୍ଦର ହୋଇଥିବା ଦରକାର।

ପଇସାବାଲା ହୋଇଥିବା ଦରକାର।

ପାଠଶାଠ ପଢ଼ିଥିବା ଦରକାର।

କମ୍‌ ବୟସର ହୋଇଥିବା ଦରକାର।

ଘରକାମ କରି ପାରୁଥିବା ଦରକାର।

କିନ୍ତୁ ସବୁ ଝିଅଙ୍କର କେବଳ ଗୋଟିଏ ଡିମାଣ୍ଡ ରହିଥାଏ...

ବାସ୍‌ ଶାଶୂଘରେ ଶାଶୂ ନଥିବା ଦରକାର !!!