/odisha-reporter/media/post_attachments/uploads/2020/11/girl.jpg)
girl
ଗୋଟିଏ ସହରୀ ଝିଅର ବିବାହ ଗାଁରେ ହୋଇଗଲା।
ତା’ର ଶାଶୂ ତାକୁ ଗାଈକୁ ଘାସ ଖାଇବାକୁ ଦେବା ପାଇଁ କହିଲା।
ବୋହୂ ଗାଈକୁ ଘାସ ଦେବା ଦେବା ପାଇଁ ଯିବା ସମୟରେ ଦେଖିଲା ଗାଇ ମୁହଁରୁ ଫେଣ ବାହାରୁଛି। ତେଣୁ ସେ ଘାସ ନଦେଇ ଫେରିଆସିଲା।
Advertisment
ଶାଶୂ : ଗାଈକୁ ଘାସ ନଦେଇ ଫେରି କାହିଁକି ଆସିଲୁ ?
ବୋହୂ : ଗାଈ ମୁହଁରୁ ଫେଣ ବାହାରୁଛି ମା’। ସେ ବୋଧେ କୋଲଗେଟ୍ରେ ଦାନ୍ତ ଘଷୁଛି। ଦାନ୍ତ ଘଷି ସାରୁ ମୁଁ ଘାସ ଖାଇବାକୁ ଦେବି !!
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
