Advertisment

ସହରୀ ଝିଅ ଗାଁର ବୋହୂ ହେବା ପରେ...

ଗୋଟିଏ ସହରୀ ଝିଅର ବିବାହ ଗାଁରେ ହୋଇଗଲା। ତା’ର ଶାଶୂ ତାକୁ ଗାଈକୁ ଘାସ ଖାଇବାକୁ ଦେବା ପାଇଁ କହିଲା। ବୋହୂ ଗାଈକୁ ଘାସ ଦେବା ଦେବା ପାଇଁ ଯିବା ସମୟରେ ଦେଖିଲା ଗାଇ ମୁହଁରୁ ଫେଣ ବାହାରୁଛି। ତେଣୁ ସେ ଘାସ ନଦେଇ ଫେରିଆସିଲା। ଶାଶୂ : ଗାଈକୁ ଘାସ ନଦେଇ ଫେରି କାହିଁକି ଆସିଲୁ ? ବୋହୂ : ଗାଈ ମୁହଁରୁ ଫେଣ ବାହାରୁଛି ମା’। ସେ ବୋଧେ କୋଲଗେଟ୍‌ରେ ଦାନ୍ତ ଘଷୁଛି। ଦାନ୍ତ […]

ଅଦ୍ୟତନ ହୋଇଛି
ସହରୀ ଝିଅ ଗାଁର ବୋହୂ ହେବା ପରେ...

girl

Advertisment

ଗୋଟିଏ ସହରୀ ଝିଅର ବିବାହ ଗାଁରେ ହୋଇଗଲା।

ତା’ର ଶାଶୂ ତାକୁ ଗାଈକୁ ଘାସ ଖାଇବାକୁ ଦେବା ପାଇଁ କହିଲା।

ବୋହୂ ଗାଈକୁ ଘାସ ଦେବା ଦେବା ପାଇଁ ଯିବା ସମୟରେ ଦେଖିଲା ଗାଇ ମୁହଁରୁ ଫେଣ ବାହାରୁଛି। ତେଣୁ ସେ ଘାସ ନଦେଇ ଫେରିଆସିଲା।

Advertisment

ଶାଶୂ : ଗାଈକୁ ଘାସ ନଦେଇ ଫେରି କାହିଁକି ଆସିଲୁ ?

ବୋହୂ : ଗାଈ ମୁହଁରୁ ଫେଣ ବାହାରୁଛି ମା’। ସେ ବୋଧେ କୋଲଗେଟ୍‌ରେ ଦାନ୍ତ ଘଷୁଛି। ଦାନ୍ତ ଘଷି ସାରୁ ମୁଁ ଘାସ ଖାଇବାକୁ ଦେବି !!

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe