/odisha-reporter/media/post_attachments/uploads/2020/10/jokes.jpg)
jokes
ଝିଅ ତା’ର ବୟପ୍ରେଣ୍ଡକୁ ନିଜ ମା’ଙ୍କୁ ଦେଖାଇବାକୁ ଘରକୁ ନିମନ୍ତ୍ରଣ କଲା।
ମା’ଙ୍କ ସହିତ ଦେଖା କରିବା ପରଦିନ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡକୁ କହିଲା..
ଗାର୍ଲଫ୍ରେଣ୍ଡ : ବାବୁ ମୋ ମା’ଙ୍କୁ ତୁମେ ବହୁତ ପସନ୍ଦ ଆସିଲ..
ବୟଫ୍ରେଣ୍ଡ : ହଁ ସତ କହୁଛ, ମୁଁ ତୁମ ମା’ଙ୍କର ଏତେ ପସନ୍ଦ..
ଗାର୍ଲଫ୍ରେଣ୍ଡ : ହଁ ସେ ବହୁତ ଖୁସି ହୋଇଗଲେ, କହିଲେ ତୁମେ ବହୁତ ହ୍ୟାଣ୍ଡସମ୍...
ବୟଫ୍ରେଣ୍ଡ : ସେ ଯାହା ବି ହୋଇଯାଉ, ମୁଁ ତୁମକୁ ହିଁ ବାହା ହେବି। ପ୍ଲିଜ୍ ତୁମ ମା’ଙ୍କୁ କୁହ ମୋତେ ଭୁଲିଯିବେ !!
Advertisment
ବୟଫ୍ରେଣ୍ଡର ଏ କଥା ଶୁଣି ଗାର୍ଲଫ୍ରେଣ୍ଡ ବେହୋସ୍ !!!
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
