ତୁମ ମା’ଙ୍କୁ କୁହ ମୋତେ ଭୁଲିଯିବେ !

ଝିଅ ତା’ର ବୟପ୍ରେଣ୍ଡକୁ ନିଜ ମା’ଙ୍କୁ ଦେଖାଇବାକୁ ଘରକୁ ନିମନ୍ତ୍ରଣ କଲା। ମା’ଙ୍କ ସହିତ ଦେଖା କରିବା ପରଦିନ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡକୁ କହିଲା.. ଗାର୍ଲଫ୍ରେଣ୍ଡ : ବାବୁ ମୋ ମା’ଙ୍କୁ ତୁମେ ବହୁତ ପସନ୍ଦ ଆସିଲ.. ବୟଫ୍ରେଣ୍ଡ : ହଁ ସତ କହୁଛ, ମୁଁ ତୁମ ମା’ଙ୍କର ଏତେ ପସନ୍ଦ.. ଗାର୍ଲଫ୍ରେଣ୍ଡ : ହଁ ସେ ବହୁତ ଖୁସି ହୋଇଗଲେ, କହିଲେ ତୁମେ ବହୁତ ହ୍ୟାଣ୍ଡସମ୍‌… ବୟଫ୍ରେଣ୍ଡ : ସେ ଯାହା ବି ହୋଇଯାଉ, ମୁଁ ତୁମକୁ […]

jokes

Puspanjali Panda
  • Published: Thursday, 22 October 2020
  • , Updated: 04 December 2020, 01:07 PM IST

ଝିଅ ତା’ର ବୟପ୍ରେଣ୍ଡକୁ ନିଜ ମା’ଙ୍କୁ ଦେଖାଇବାକୁ ଘରକୁ ନିମନ୍ତ୍ରଣ କଲା।

ମା’ଙ୍କ ସହିତ ଦେଖା କରିବା ପରଦିନ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡକୁ କହିଲା..

ଗାର୍ଲଫ୍ରେଣ୍ଡ : ବାବୁ ମୋ ମା’ଙ୍କୁ ତୁମେ ବହୁତ ପସନ୍ଦ ଆସିଲ..

ବୟଫ୍ରେଣ୍ଡ : ହଁ ସତ କହୁଛ, ମୁଁ ତୁମ ମା’ଙ୍କର ଏତେ ପସନ୍ଦ..

ଗାର୍ଲଫ୍ରେଣ୍ଡ : ହଁ ସେ ବହୁତ ଖୁସି ହୋଇଗଲେ, କହିଲେ ତୁମେ ବହୁତ ହ୍ୟାଣ୍ଡସମ୍‌...

ବୟଫ୍ରେଣ୍ଡ : ସେ ଯାହା ବି ହୋଇଯାଉ, ମୁଁ ତୁମକୁ ହିଁ ବାହା ହେବି। ପ୍ଲିଜ୍‌ ତୁମ ମା’ଙ୍କୁ କୁହ ମୋତେ ଭୁଲିଯିବେ !!

ବୟଫ୍ରେଣ୍ଡର ଏ କଥା ଶୁଣି ଗାର୍ଲଫ୍ରେଣ୍ଡ ବେହୋସ୍‌ !!!

Related story