ଆଜି ରବିବାର ଘରେ କ’ଣ ରୋଷେଇ ହେବ, ଏହାକୁ ନେଇ ପପୁ ଓ ପ୍ରୀତି ଦୁହେଁ କଳି କଲେ। ପପୁର ଚିକେନ୍ ଖାଇବାକୁ ଇଚ୍ଛା ହେଲେ ପ୍ରୀତି ରବିବାର ଘରେ ଆମିଷ ପୂରାଇ ଦିଏନି। ଝଗଡ଼ା ଏତେ ବଢ଼ିଗଲା ଯେ ପ୍ରୀତିକୁ ବାହା ହୋଇ ପପୁ ଭୁଲ୍ କରିଛି ବୋଲି କହିଲା। ୟା ପରେ କ’ଣ ହେଲା ପଢ଼ନ୍ତୁ...
ପପୁ : ତମକୁ ବାହା ହେବା ଅପେକ୍ଷା ଭଲ ହୋଇଥା’ନ୍ତା ମୁଁ ଅଭିଆଡ଼ା ହୋଇ ରହିଥା’ନ୍ତି।
ପ୍ରୀତି : ମୁଁ ବି ମୋ ବୋଉ କଥା ମାନି ନେଇଥିଲେ ଭଲ ହୋଇଥା’ନ୍ତା।
ପପୁ : କ’ଣ କହୁଥିଲେ ତୁମ ବୋଉ ?
ପ୍ରୀତି : ବୋଉ କହୁଥିଲା ଏ ପୁଅକୁ ଜମା ବାହା ହେବୁନାହିଁ।
ପପୁ : ହେ ଭଗବାନ, ସତରେ ତୁମ ବୋଉ ଏମିତି କହୁଥିଲେ। ମୁଁ ଆଜି ପର୍ଯ୍ୟନ୍ତ ସେ ଭଲ ଲୋକଟାକୁ ଭୁଲ୍ ଭାବୁଥିଲି। ଯିଏ ମୋର ଭଲ ଚିନ୍ତା କରି ତୁମଠାରୁ ମୋତେ ବଞ୍ଚାଇବାକୁ ଚାହୁଁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।