ବାହାହେବାଠୁ ଭଲ ଅଭିଆଡ଼ା ରହିବା

ଆଜି ରବିବାର ଘରେ କ’ଣ ରୋଷେଇ ହେବ, ଏହାକୁ ନେଇ ପପୁ ଓ ପ୍ରୀତି ଦୁହେଁ କଳି କଲେ। ପପୁର ଚିକେନ୍‌ ଖାଇବାକୁ ଇଚ୍ଛା ହେଲେ ପ୍ରୀତି ରବିବାର ଘରେ ଆମିଷ ପୂରାଇ ଦିଏନି। ଝଗଡ଼ା ଏତେ ବଢ଼ିଗଲା ଯେ ପ୍ରୀତିକୁ ବାହା ହୋଇ ପପୁ ଭୁଲ୍‌ କରିଛି ବୋଲି କହିଲା। ୟା ପରେ କ’ଣ ହେଲା ପଢ଼ନ୍ତୁ… ପପୁ : ତମକୁ ବାହା ହେବା ଅପେକ୍ଷା ଭଲ ହୋଇଥା’ନ୍ତା ମୁଁ ଅଭିଆଡ଼ା ହୋଇ ରହିଥା’ନ୍ତି। ପ୍ରୀତି […]

jokes

jokes

Puspanjali Panda
  • Published: Sunday, 26 July 2020
  • Updated: 26 July 2020, 01:37 PM IST

Sports

Latest News

ଆଜି ରବିବାର ଘରେ କ’ଣ ରୋଷେଇ ହେବ, ଏହାକୁ ନେଇ ପପୁ ଓ ପ୍ରୀତି ଦୁହେଁ କଳି କଲେ। ପପୁର ଚିକେନ୍‌ ଖାଇବାକୁ ଇଚ୍ଛା ହେଲେ ପ୍ରୀତି ରବିବାର ଘରେ ଆମିଷ ପୂରାଇ ଦିଏନି। ଝଗଡ଼ା ଏତେ ବଢ଼ିଗଲା ଯେ ପ୍ରୀତିକୁ ବାହା ହୋଇ ପପୁ ଭୁଲ୍‌ କରିଛି ବୋଲି କହିଲା। ୟା ପରେ କ’ଣ ହେଲା ପଢ଼ନ୍ତୁ...

ପପୁ : ତମକୁ ବାହା ହେବା ଅପେକ୍ଷା ଭଲ ହୋଇଥା’ନ୍ତା ମୁଁ ଅଭିଆଡ଼ା ହୋଇ ରହିଥା’ନ୍ତି।

ପ୍ରୀତି : ମୁଁ ବି ମୋ ବୋଉ କଥା ମାନି ନେଇଥିଲେ ଭଲ ହୋଇଥା’ନ୍ତା।

ପପୁ : କ’ଣ କହୁଥିଲେ ତୁମ ବୋଉ ?

ପ୍ରୀତି : ବୋଉ କହୁଥିଲା ଏ ପୁଅକୁ ଜମା ବାହା ହେବୁନାହିଁ।

ପପୁ : ହେ ଭଗବାନ, ସତରେ ତୁମ ବୋଉ ଏମିତି କହୁଥିଲେ। ମୁଁ ଆଜି ପର୍ଯ୍ୟନ୍ତ ସେ ଭଲ ଲୋକଟାକୁ ଭୁଲ୍‌ ଭାବୁଥିଲି। ଯିଏ ମୋର ଭଲ ଚିନ୍ତା କରି ତୁମଠାରୁ ମୋତେ ବଞ୍ଚାଇବାକୁ ଚାହୁଁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story