Advertisment

ସ୍ତ୍ରୀ ନୁହେଁ ତୁମେ ରାଜକୁମାରୀ

ସ୍ୱାମୀ (ଫୋନ୍‌ରେ): ତୁମେ ବହୁତ ଭଲ… ସ୍ତ୍ରୀ : ଥ୍ୟାଙ୍କ୍‌ ୟୁ ଡାର୍ଲିଂ ସ୍ୱାମୀ : ତୁମେ ବିଲକୁଲ୍‌ ରାଜକୁମାରୀ ପରି ସ୍ତ୍ରୀ : ଥ୍ୟାଙ୍କ୍‌ ୟୁ ସୋ ମଚ୍‌….ତୁମେ କ’ଣ କରୁଛ ? ସ୍ୱାମୀ : ଖାଲି ବସିଥିଲି। ଭାବିଲି ତୁମ ସହିତ ଟିକେ ମଜା କରିଦିଏ। ଆଚ୍ଛା କହିଲ, କେମିତି ଲାଗିଲା ମୋ ମଜାକ୍‌ ?

author-image
Puspanjali Panda
ଅଦ୍ୟତନ ହୋଇଛି
ସ୍ତ୍ରୀ ନୁହେଁ ତୁମେ ରାଜକୁମାରୀ

jokes

ସ୍ୱାମୀ (ଫୋନ୍‌ରେ): ତୁମେ ବହୁତ ଭଲ…

ସ୍ତ୍ରୀ : ଥ୍ୟାଙ୍କ୍‌ ୟୁ ଡାର୍ଲିଂ

ସ୍ୱାମୀ : ତୁମେ ବିଲକୁଲ୍‌ ରାଜକୁମାରୀ ପରି

ସ୍ତ୍ରୀ : ଥ୍ୟାଙ୍କ୍‌ ୟୁ ସୋ ମଚ୍‌....ତୁମେ କ’ଣ କରୁଛ ?

ସ୍ୱାମୀ : ଖାଲି ବସିଥିଲି। ଭାବିଲି ତୁମ ସହିତ ଟିକେ ମଜା କରିଦିଏ। ଆଚ୍ଛା କହିଲ, କେମିତି ଲାଗିଲା ମୋ ମଜାକ୍‌ ?

Advertisment