ଅଦ୍ୟତନ ହୋଇଛି
jokes
Advertisment
ସ୍ୱାମୀ (ଫୋନ୍ରେ): ତୁମେ ବହୁତ ଭଲ…
ସ୍ତ୍ରୀ : ଥ୍ୟାଙ୍କ୍ ୟୁ ଡାର୍ଲିଂ
ସ୍ୱାମୀ : ତୁମେ ବିଲକୁଲ୍ ରାଜକୁମାରୀ ପରି
ସ୍ତ୍ରୀ : ଥ୍ୟାଙ୍କ୍ ୟୁ ସୋ ମଚ୍....ତୁମେ କ’ଣ କରୁଛ ?
ସ୍ୱାମୀ : ଖାଲି ବସିଥିଲି। ଭାବିଲି ତୁମ ସହିତ ଟିକେ ମଜା କରିଦିଏ। ଆଚ୍ଛା କହିଲ, କେମିତି ଲାଗିଲା ମୋ ମଜାକ୍ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/jokes.jpg)