/odisha-reporter/media/post_attachments/uploads/2020/11/jokes.jpg)
jokes
ଭିକାରୀ : ଭଗବାନଙ୍କ ନାମରେ କିଛି ଭିକ ଦିଅ ବାବା
ଝିଅ : ମୁଁ ପୁଅ ନୁହେଁ ମଉସା ଝିଅ...
ଭିକାରୀ : ଭଗବାନଙ୍କ ନାମରେ କିଛି ଦିଅ ଝିଅ।
ଝିଅ : ଆରେ ମୋ ନାଁ ପୂଜା, ଝିଅ ନୁହେଁ...
ଭିକାରୀ : ଭଗବାନଙ୍କ ନାମରେ କିଛି ଦିଅ ପୂଜା ମା’।
ଝିଅ : ମୋ ପୂରା ନାମ ପୂଜା ସାହୁ।
ଭିକାରୀ : ହଉ ତେବେ ଭଗବାନଙ୍କ ନାମରେ କିଛି ଦିଅ ପୂଜା ସାହୁ।
ଝିଅ : ଘରେ ମୋତେ ସ୍ନେହରେ ରାଜକୁମାରୀ ବୋଲି ଡ଼ାକନ୍ତି।
ଭିକାରୀ : ଭଗବାନଙ୍କ ନାମରେ କିଛି ଦିଅ ରାଜକୁମାରୀ ପୂଜା ସାହୁ।
ଝିଅ : ଏବେ ହେଲା ନା କଥା... କ୍ଷମା କରିବ ବାବା ଘରେ କେହି ନାହାନ୍ତି !!
ଭିକାରୀ ବେହୋସ୍ !!!
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
