Advertisment

ଭଗବାନଙ୍କ ନାମରେ କିଛି ଭିକ ଦିଅ

ଭିକାରୀ : ଭଗବାନଙ୍କ ନାମରେ କିଛି ଭିକ ଦିଅ ବାବା ଝିଅ : ମୁଁ ପୁଅ ନୁହେଁ ମଉସା ଝିଅ… ଭିକାରୀ : ଭଗବାନଙ୍କ ନାମରେ କିଛି ଦିଅ ଝିଅ। ଝିଅ : ଆରେ ମୋ ନାଁ ପୂଜା, ଝିଅ ନୁହେଁ… ଭିକାରୀ : ଭଗବାନଙ୍କ ନାମରେ କିଛି ଦିଅ ପୂଜା ମା’। ଝିଅ : ମୋ ପୂରା ନାମ ପୂଜା ସାହୁ। ଭିକାରୀ : ହଉ ତେବେ ଭଗବାନଙ୍କ ନାମରେ କିଛି ଦିଅ ପୂଜା ସାହୁ। […]

ଅଦ୍ୟତନ ହୋଇଛି
ଭଗବାନଙ୍କ ନାମରେ କିଛି ଭିକ ଦିଅ

jokes

Advertisment

ଭିକାରୀ : ଭଗବାନଙ୍କ ନାମରେ କିଛି ଭିକ ଦିଅ ବାବା

ଝିଅ : ମୁଁ ପୁଅ ନୁହେଁ ମଉସା ଝିଅ...

ଭିକାରୀ : ଭଗବାନଙ୍କ ନାମରେ କିଛି ଦିଅ ଝିଅ।

ଝିଅ : ଆରେ ମୋ ନାଁ ପୂଜା, ଝିଅ ନୁହେଁ...

ଭିକାରୀ : ଭଗବାନଙ୍କ ନାମରେ କିଛି ଦିଅ ପୂଜା ମା’।

ଝିଅ : ମୋ ପୂରା ନାମ ପୂଜା ସାହୁ।

ଭିକାରୀ : ହଉ ତେବେ ଭଗବାନଙ୍କ ନାମରେ କିଛି ଦିଅ ପୂଜା ସାହୁ।

ଝିଅ : ଘରେ ମୋତେ ସ୍ନେହରେ ରାଜକୁମାରୀ ବୋଲି ଡ଼ାକନ୍ତି।

ଭିକାରୀ : ଭଗବାନଙ୍କ ନାମରେ କିଛି ଦିଅ ରାଜକୁମାରୀ ପୂଜା ସାହୁ।

ଝିଅ : ଏବେ ହେଲା ନା କଥା... କ୍ଷମା କରିବ ବାବା ଘରେ କେହି ନାହାନ୍ତି !!

ଭିକାରୀ ବେହୋସ୍‌ !!!

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe