Advertisment

କିଡ୍‌ନୀ ଫେଲ୍‌ !

ଦିନେ ପପୁର ବହୁତ ଦେହ ଖରାପ ହୋଇଗଲା। ତେଣୁ ସେ ଡ଼େରି ନକରି ଡାକ୍ତରଙ୍କ ପାଖକୁ ଚେକଅପ୍‌ ପାଇଁ ଗଲା। ଡାକ୍ତର ପପୁର ପୂରା ଚେକଅପ୍‌ କରି ସାରିବା ପରେ କହିଲେ, ତୁମ ପାଇଁ ବହୁତ ଦୁଃଖ ଖବରଟେ ଅଛି। ପପୁ : ମୋର କ’ଣ ହୋଇଛି ସାର୍ ? ଡାକ୍ତର : ତୁମର ଗୋଟିଏ କିଡ୍‌ନୀ ଫେଲ୍‌ ହୋଇଯାଇଛି। ଏହା ଶୁଣି ପପୁ ବହୁତ ଜୋର୍‌ରେ କାନ୍ଦିବାକୁ ଲାଗିଲା। ଡାକ୍ତର ବହୁତ ବୁଝାଇବା ପରେ ଯାଇ […]

author-image
Puspanjali Panda
ଅଦ୍ୟତନ ହୋଇଛି
କିଡ୍‌ନୀ ଫେଲ୍‌ !

k222

ଦିନେ ପପୁର ବହୁତ ଦେହ ଖରାପ ହୋଇଗଲା। ତେଣୁ ସେ ଡ଼େରି ନକରି ଡାକ୍ତରଙ୍କ ପାଖକୁ ଚେକଅପ୍‌ ପାଇଁ ଗଲା।

Advertisment

ଡାକ୍ତର ପପୁର ପୂରା ଚେକଅପ୍‌ କରି ସାରିବା ପରେ କହିଲେ, ତୁମ ପାଇଁ ବହୁତ ଦୁଃଖ ଖବରଟେ ଅଛି।

ପପୁ : ମୋର କ’ଣ ହୋଇଛି ସାର୍ ?

ଡାକ୍ତର : ତୁମର ଗୋଟିଏ କିଡ୍‌ନୀ ଫେଲ୍‌ ହୋଇଯାଇଛି।

ଏହା ଶୁଣି ପପୁ ବହୁତ ଜୋର୍‌ରେ କାନ୍ଦିବାକୁ ଲାଗିଲା। ଡାକ୍ତର ବହୁତ ବୁଝାଇବା ପରେ ଯାଇ ଶାନ୍ତ ହେଲା।

Advertisment

ଶାନ୍ତ ହେବା ପରେ ପପୁ : ଡାକ୍ତରବାବୁ ଖାଲି ଏତିକି ତ କହିଦିଅନ୍ତୁ, ମୋ କିଡ୍‌ନୀ କେତେ ନମ୍ୱରରେ ଫେଲ୍‌ ହୋଇଛି !!!